ଲରିଆ
ହିନ୍ଦୁସ୍ଥାନୀ ଓ ଓଡ଼ିଆ ମିଶା ଏକ କଥ୍ଯ ଭାଷା ଅଟେ । ଏହା ଛତିଶଗଡ଼, ସମ୍ବଲପୁର ଓ
ବିଳାସପୁର ଆଦି ସ୍ଥାନମାନଙ୍କରେ (ଲରିଆ ଭାଷୀ)ଶବର,ଅଘରିଆ ପ୍ରଭୃତି ପ୍ରାଚୀନ
ଓଡ଼ିଆଜାତିଙ୍କ ଦ୍ଵାରା ବୋଲାଯାଇଥାଏ । ଏହାକୁ ଗ୍ରୀଅର୍ ସନ୍ ପ୍ରଥମେ ହିନ୍ଦୁସ୍ଥାନୀର
ଗୋଟିଏ ଭାଖା ବୋଲି କହିଅଛନ୍ତି; କିନ୍ତୁ ଏହା ଓଡ଼ିଆ ଭାଷା ପ୍ରଭାବରେ ବିଶେଷ ଭାବରେ
ପ୍ରଭାବିତ ।
●ଅଉଁଠି(ସଂ. ଅଙ୍ଗୁଳି)—ଆଙ୍ଗୁଠି―(Finger)
●ଅନ୍ତେ—ଅନ୍ଯତ୍ର; ଅନ୍ଯ ସ୍ଥାନରେ
(Elsewhere)
(Elsewhere)
●ଆଙ୍ଗନ୍(ସ. ଅଙ୍ଗନ)—ପ୍ରାଙ୍ଗଣ;ଅଗଣା-
(Court-yard.)
(Court-yard.)
●ଆମଚୁର୍—ଆମ୍ବୁଲ
●ଆମଟ(ଵି)―ଆମ୍ବିଳ ତିଅଣ—
(Curry mixed with acid)
ଵସ୍ତରର ହଲଵୀ ଭତ୍ରୀ ଓଡ଼ିଆ ଭାଷାରେ ଏ ଶବ କାଞ୍ଜି (Fermented rice- water)ଅର୍ଥରେ ଵ୍ୟଵହାର କରାଯାଏ ।
(Curry mixed with acid)
ଵସ୍ତରର ହଲଵୀ ଭତ୍ରୀ ଓଡ଼ିଆ ଭାଷାରେ ଏ ଶବ କାଞ୍ଜି (Fermented rice- water)ଅର୍ଥରେ ଵ୍ୟଵହାର କରାଯାଏ ।
●ଇଶନ୍ (କ୍ରି. ଵିଣ)—ଏସନ; ଏପରି—
(Such like; in this manner)
(Such like; in this manner)
●ଉଞ୍ଜର୍ (ଵି)(ସଂ. ଉଜ୍ଜ୍ବଳ)—ଆଲୋକ— (Light)
●ଓଡ଼଼୍କନା―ଓଡ଼ଶ; ଛାରପୋକ—(Bed bug)
●କଉଁରା―ଗୁଣ୍ଡ଼; ଚୂର୍ଣ୍ଣ— (Powder)
●କଞ୍ଚେଇ(ଵି)(ସଂ. କରୁ)—କଚୁ
●କାଁଚ୍ମାରିି(ଵି)—ଲଙ୍କାମରିଚ—(Red pepper)
●ଖଣ୍ଡେ(ଵିଣ)—(ପାଣି) ମୁନ୍ଦିଏ—
( A little water)
ଉ:-“ପାନି ଖଣ୍ଡ଼େ ଦେବ ଜାଗା” ●ଖପରାରୁଟି―ପୋଡ଼ପିଠା ●ଖାତୁ(ଵି)—ଖତ—(Manure)
ଏ ଶବ୍ଦର ପଶ୍ଚିମ ଓଡ଼ିଶା ଅଞ୍ଚଳରେ
ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ରହିଛି
★1)ଠାଣି; ଢ଼ଙ୍ଗ—(Mien; bearing)
★2) ଅଭିମାନ—(Sullenness; sulks)
★3)ଆତ୍ମାଶ୍ଳାଘା—3(Self-praise) ●ଗଗରି
★1)ମାଠିଆ—(Water-jar)
★2) (ସଙ୍ଗୀତ) ସ୍ବରକୁ ଦୀର୍ଘ କରି ତୋଳିବା
(Raising of the tune; elongation of a tune.) ●ଗିରଵା/ଗିର୍ଵା―(ତୁଳ. ହି. ଗିର୍ନା)—ପଡ଼ିଯିବା (To fall down) ●ଗୁଙ୍ଗ୍ ନିଆ ହେବା(କ୍ରି)ଗୁରୁଣ୍ଡିବା—(To crawl) ●ଗୁର୍ଶି(ଵି)—ଉମ୍ଭେଇ— (A fire-pot; brazier.) ●ଚୁନ୍ଦି(ଵି)—କେଶ; ବାଳ— Hair.ପ୍ରାଦେ. ପଶ୍ଚିମ ଓଡ଼ିଶାରେ ଏ ଶବ୍ଦ ଚୁଟି; ଶିଖା ଅର୍ଥରେ ଵ୍ୟଵହୃତ ହୋଇଥାଏ । — (Chignon; pigtail) ●ଜୁହାଁ(ଵି)(ସଂ. ଯୂକା)ଉକୁଣି―(Louse)
(ତୁଳନା:-ହିନ୍ଦୀ;ଜୁଁ) ●ଡାଙ୍ଗ୍(ଵି)ଅଲଗୁଣି—(Clothes-horse) ●ଡେକ୍ନା(ଵି)ଓଡ଼ଶ; ଛାରପୋକ—(Bed bug) ●ତିସନ୍(ଅ)(ସଂ. ତେସନ)—ସେହିପରି; ତାଦୃଶ—(Like that; similar to that) ●ତୁଟାଇଵା―(କ୍ରି)(ସଂ-ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) —ଭାଙ୍ଗିବା—(To break.) ଲରିଆରେ ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ । ତେବେ ଓଡ଼ିଆ ଭାଷାରେ ଏ କ୍ରିୟା ଶବ୍ଦର ଅନ୍ୟ ଅର୍ଥରେ ଵ୍ୟଵହାର ଯଥା:-
★୧)(ବିବାଦ) ନିଷ୍ପତ୍ତି କରିଵା
★୨) ଭଙ୍ଗାଇବା
★୩)ହିସାବ ନିକାଶ କରିଵା
★4) ବିଚ୍ଛିନ୍ନ କରିଵା
★5)ଦେୟ ଵା ଋଣ ପରିଶୋଧ କରିଵା
( A little water)
ଉ:-“ପାନି ଖଣ୍ଡ଼େ ଦେବ ଜାଗା” ●ଖପରାରୁଟି―ପୋଡ଼ପିଠା ●ଖାତୁ(ଵି)—ଖତ—(Manure)
ଏ ଶବ୍ଦର ପଶ୍ଚିମ ଓଡ଼ିଶା ଅଞ୍ଚଳରେ
ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ରହିଛି
★1)ଠାଣି; ଢ଼ଙ୍ଗ—(Mien; bearing)
★2) ଅଭିମାନ—(Sullenness; sulks)
★3)ଆତ୍ମାଶ୍ଳାଘା—3(Self-praise) ●ଗଗରି
★1)ମାଠିଆ—(Water-jar)
★2) (ସଙ୍ଗୀତ) ସ୍ବରକୁ ଦୀର୍ଘ କରି ତୋଳିବା
(Raising of the tune; elongation of a tune.) ●ଗିରଵା/ଗିର୍ଵା―(ତୁଳ. ହି. ଗିର୍ନା)—ପଡ଼ିଯିବା (To fall down) ●ଗୁଙ୍ଗ୍ ନିଆ ହେବା(କ୍ରି)ଗୁରୁଣ୍ଡିବା—(To crawl) ●ଗୁର୍ଶି(ଵି)—ଉମ୍ଭେଇ— (A fire-pot; brazier.) ●ଚୁନ୍ଦି(ଵି)—କେଶ; ବାଳ— Hair.ପ୍ରାଦେ. ପଶ୍ଚିମ ଓଡ଼ିଶାରେ ଏ ଶବ୍ଦ ଚୁଟି; ଶିଖା ଅର୍ଥରେ ଵ୍ୟଵହୃତ ହୋଇଥାଏ । — (Chignon; pigtail) ●ଜୁହାଁ(ଵି)(ସଂ. ଯୂକା)ଉକୁଣି―(Louse)
(ତୁଳନା:-ହିନ୍ଦୀ;ଜୁଁ) ●ଡାଙ୍ଗ୍(ଵି)ଅଲଗୁଣି—(Clothes-horse) ●ଡେକ୍ନା(ଵି)ଓଡ଼ଶ; ଛାରପୋକ—(Bed bug) ●ତିସନ୍(ଅ)(ସଂ. ତେସନ)—ସେହିପରି; ତାଦୃଶ—(Like that; similar to that) ●ତୁଟାଇଵା―(କ୍ରି)(ସଂ-ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) —ଭାଙ୍ଗିବା—(To break.) ଲରିଆରେ ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ । ତେବେ ଓଡ଼ିଆ ଭାଷାରେ ଏ କ୍ରିୟା ଶବ୍ଦର ଅନ୍ୟ ଅର୍ଥରେ ଵ୍ୟଵହାର ଯଥା:-
★୧)(ବିବାଦ) ନିଷ୍ପତ୍ତି କରିଵା
★୨) ଭଙ୍ଗାଇବା
★୩)ହିସାବ ନିକାଶ କରିଵା
★4) ବିଚ୍ଛିନ୍ନ କରିଵା
★5)ଦେୟ ଵା ଋଣ ପରିଶୋଧ କରିଵା
●ତେଁଟୂ(ଵି)—ତଣ୍ଟି; ଗଳା
ଅନ୍ୟରୂପ-ତେଣ୍ଟୁ
●ଥିର୍ପଶିଆ(ଵି)—ତୋଡ଼ାଣି—(Cold rice gruel)
●ଦୋକନା
ସିଝୁ(ସଂ. ସିହୁଣ୍ଡ, ବଜ୍ର ବଜ୍ର କଣ୍ଟକ) ଦାଓନା ସିଝୁ ;ଏକ ପ୍ରକାର ସିଝୁ; ଦୁଇଟି
ଶାଖା ବା କୁଆଁ ଥିବା ଏକ ପ୍ରକାର ସିଝୁ ଗଛ— Euphorbia Antiqurum
●ପଏଁଶଲା―ପନିକି
●ପଏଶନ୍ (ତୁଳ ହି. ପସୀନା)—ଝାଳ; ସ୍ବେଦ— Sweat; perspiration.
ପଶ୍ଚିମ ଓଡ଼ିଶାରେ ଏ ଶବ୍ଦର ଅର୍ଥ ଲୁଗାର ଭରଣି ସୂତା—(The woof of a cloth)
●ପଠ୍ଚା―କାନ୍ଥକୁରା—(Niche in the wall.)
●ପଶାଇବା―ଭାତ ଗାଳିବା—(To press out water from the boiled rice in the cooking pot.)
ଏ ଶବ୍ଦର ଅନ୍ୟ ଦୁଇଟି ଓଡ଼ିଆ ଅର୍ଥ ଯଥା;
★୧)ପୂରାଇବା; ପ୍ରବିଷ୍ଟ କରାଇବା— ★୨)କୋଡ଼ି କାଙ୍କ ଆଦିର ପଶାରେ ଆଘାତ କରିବା
●ପହନା—କୁଣିଆ; ଅତିଥି; ଅଭ୍ଯାଗତ— (Guest.)
(ଅନ୍ୟରୂପ:-ପଁହନା, ପହଁନା)
(ତୁଳନା:-ହି. ପାହୁନା; ସଂ. ପ୍ରାଘୂର୍ଣ୍ଣ, ଦେଶିଆ. ପାଘୂଣ=ଅତିଥି)
ତେବେ ଯାଜପୁର ଭଦ୍ରକ ତଥା ମେଦିନୀପୁରୀ ଓଡ଼ିଆରେ ପହନା ଶବ୍ଦର ଅର୍ଥ “ମାଛ ଜାଆଁଳ; ରୋହି, ଭାକୁଡ଼, ମିରକାଳି ଆଦି ମାଛଛୁଆ” ଅଟେ ।
●ପାଢି଼―—ମାଈ ମହିଷୀ ଛୁଆ—(A female calf of buffalo) (ତୁଳନା:-ହି―ପାଡା଼)
●ପିଆଶ୍ ଶୋଷ—(Thirst)
(ତୁଳନା:-ସଂ. ପିପାସା; ତୁଳ. ହି.ପ୍ୟାସ୍)
●ପିଚ୍ଛରି—(ଵି)ପାଛୁଡ଼ା; ଚାଦର; ଉତ୍ତରୀୟ—
(ତୁଳନା:- ହି. ପିଚ୍ଛୌରା)
●ପୂରରା(ଵି)—ମଇଁଷିର ଅଣ୍ଡିରା ଛୁଆ
●ପେଜ(ଵି)―ପଖାଳ(ସଂ-ପେୟ)
●ଫକ୍ଲୋ ଲାଇ—ଖଇ— (Fried paddy.)
●ବଇଁରି(ଵି)—ତୋଡ଼ି ମାଛ
●ବଂଶଲା(ଵି)—ବଢ଼େଇଙ୍କ ବାରସୀ—(Carpenter's axe; adze)
(ତୁଳନା:- ହି. ବସୁଲା)
●ବଖରିଆ(ଵି)—ଘୋଡ଼ା ସଇସ— Syce; groom of a horse.
●)ବଛରୁ(ଵି)—ବାଛୁରୀ—Calf.
(ତୁଳନା:-ସଂ. ବତ୍ସତର; ହି. ବଛଡା଼)
●ବଛା―ଅଣ୍ଡିର ବାଛୁରୀ
ଗଡ଼ଜାତରେ ଏ ଶବ୍ଦ ଯେ କୌଣସି ଅଣ୍ଡିର ପଶୁ ପାଇଁ ଵ୍ୟଵହୃତ ହୁଏ
●ବଞ୍ଜିରି—ଆଡ଼ିମାଛ— (A kind of fresh water fish.)
●ବର୍ଗାଏ(ଵି)—ଗଉଡ଼— (Cowherd)
ଅନ୍ୟରୂପ―ବର୍ଗାୟ୍
ଅନ୍ୟରୂପ―ବର୍ଗାୟ୍
●ବାହାରି(ଵି)—ଖଡ଼ିକାମୁଠା; ଝାଡ଼ୁ—(Broomstick.)
●ମଖନା(ଵି)ବୋଇତ କଖାରୁ—(Red pumpkin)
●ଯହଁ(ସର୍ବ.)—ଯହିଁ
(ତୁଳନା:-ହି―ଜହାଁ,ପଞ୍ଜ–ଯଦୌଁ)
●ଯହିଁ ତହିଁ―(ସର୍ବ.)—ଯହିଁ ତହିଁ
●ଲ୍—(କ୍ରିୟାର ବିଭକ୍ତିସୂଚକ ପ୍ରତ୍ଯୟ)—
ଉଦା:-— ତୁଟାଏଲ୍=ତୁଟାଇବାକୁ, ଭାଙ୍ଗିବାକୁ
→【ଏ ବିଡ଼ିଲା ତୁଟାଏଲ୍ ଶକ୍ବେ ?
=>ତୁ ଏ ଯଷ୍ଟିକୁ ଭାଙ୍ଗିପାରିବୁ?】
●ଲଇ କାନ(ଵି)—ନୋଳିକାନ—
ଓଡ଼ିଶାରେ କେଉଁଠି କେଉଁଠି ଏ ଶବ୍ଦ କାନନୋଳି ହୋଇ ଵ୍ୟଵହୃତ ହୁଏ ।
●ଲଲେଇ(ଵିଣ)—ଅତ୍ଯନ୍ତ ଲାଳାଯିତ— (Longing; hankering.)
●ଲା―କର୍ମକାରକ ବା ଦ୍ବିତୀଯା ବିଭକ୍ତିର ପ୍ରତ୍ଯୟ (ଓଡ଼ିଆ=କୁ)
(ଯଥା—ଏ ବାଡିଲା [ବାଡିକୁ] ତୁଟାଏଲ୍ ଭାଙ୍ଗିବାକୁ) ଶକ୍ବେ [ସମର୍ଥ ହେବୁ] ?)
●ସକ୍ବା(କ୍ରି)—ପାରିବା; (କୌଣସି କାର୍ଯ୍ୟ କରିବାକୁ) ସମର୍ଥହେବା; ସକିବା—(To be able; (to do a thing.)(ସଂ. ଶକ୍ ଧାତୁ)
(ତୁଳନା:-ଓ―ଶକି ପାରିବା)
●ସଟାମ(p. 8026) Saṭāmସଟାମ—ପ୍ରାଦେ (ଲରିଆ) ବି—ସୁଆରୀ ଗାଡ଼ି—An office jaun(carriage)
●ସତନ୍ତର(p. 8034) Satantaraସତନ୍ତର—ପ୍ରାଦେ. (ଲରିଆ) ବିଣ—ସ୍ବତନ୍ତ୍ର— Separate.
●ସତନାମି(p. 8034) Sata nāmiସତନାମି—সতনামীसतनामीଦେ. ବି—ଛତିଶଗଡ଼ର ଚମାର ଜାତୀଯଲୋକଙ୍କ କଥିତ ଛତିଶଗଡ଼ି ବା ଲରିଆ ଭାଷାର ରୂପାନ୍ତର
●ସଦରି କୋରୁଆ(p. 868) Sadari koruāସଦରିକୋରୁଆ—ଦେ. ବି—ମଧ୍ଯପ୍ରଦେଶର ୟାଶପୁରର କୋରୁଆ ଜାତିର କଥିତ ଛତିଶିଗଡ଼ ଓ ଲରିଆ ଭାଷାରୁ ରୂପାନ୍ତର
●ସଦା(ଵିଣ)—ସାଦା—White.
(ତୁଳନା:-କ.ଓ ―ସାଧା)
●ସଧଲିଆ(p. 8078) Sadhaliāସଧଲିଆ—ପ୍ରାଦେ (ଲରିଆ) ବିଣ (ସଂ. ଶ୍ରଦ୍ଧାଳୁ)—ଇଚ୍ଛୁକ— Desirous.
●ସଧ୍ରମ୍(p. 8079) Sadhramସଧ୍ରମ୍—ପ୍ରାଦେ (ଲରିଆ) ବିଣ—ସତ୍ଯବାନ୍— Truthful
●ସନାସି(p. 8086) Sanāsiସନାସି—(ସହନା—ଅନ୍ଯରୂପ)ପ୍ରାଦେ. (ଲରିଆ) ବି—(ତୁଳନା:-ସଂ.ସନ୍ଦଂଶ/ଓ-ସଣ୍ଡୁଆସି) ଚିମୁଟା—
(A pair of tongs.)
●ସନ୍ଧ(p. 8098) Sandhaସନ୍ଧ—ପ୍ରାଦେ.(ଲରିଆ) ବି—ସୁଗନ୍ଧ ବିଶେଷ— A kind of scent.
●ସବାରୀ(p. 8143) Sabārīସବାରୀ—ପ୍ରାଦେ. (ଲରିଆ) ବିଣ—ଇଜମାଲିJoint.
●ସବୁଲା(p. 8147) Sabulāସବୁଲା—ପ୍ରାଦେ. (ଲରିଆ) ସର୍ବନାମ—ସମସ୍ତ— All.
●ସମ୍ ଧୀନ୍(ଵି. ସ୍ତ୍ରୀ)—ସମନ୍ଧୁଣୀ
(ତୁଳନା:- ହି―ସମଧନ୍/କ.ଓ―ସମନ୍ଦୁଣୀ,ସମୁଦୁଣୀ)
●ସର୍ଜନିଆ(ଵି)—ଉଚ୍ଚବଂଶୀୟ ବ୍ଯକ୍ତି—
(A person of high caste.) (ତୁଳନା:-ସଂ ସଜ୍ଜନ ?/ଓ―ସାଧଵ ?)
(A person of high caste.) (ତୁଳନା:-ସଂ ସଜ୍ଜନ ?/ଓ―ସାଧଵ ?)
●ସରିସ(ଵି. ଓ ଵିଣ)—ଶେଷ—(End/Fin)
●ସର୍ଲା(ଵିଣ)—ପିଚ୍ଛିଳ; ଖସଡ଼ା—(Slimy; slippery.)
●ସହ(ଵି)―ଚିତାଗ୍ନି—( Cremation fire.)
ସଂ/ଓ
ଶବ୍ଦ ସହଗମନ ଶବ୍ଦ ସହ ଏ ଶବ୍ଦର ସମ୍ପର୍କ ଥାଇପାରେ ଯେହେତୁ ଏ ଶବ୍ଦର ଏକ ଅର୍ଥ—“ମୃତ
ସ୍ବାମୀଙ୍କ ଚିତାରେ ସ୍ତ୍ରୀଙ୍କର ଆରୋହଣରୂପ କ୍ରିୟା; ସହମରଣ” ଅଟେ ।
●ସାଇଁ ପୁଞ୍ଜି(ଵି)
—ମୂଳଧନ—(The capital of a business.)
●ସାଉଁରିଆ(ଵିଣ)—ଶ୍ଯାମଳବର୍ଣ୍ଣ (ବ୍ଯକ୍ତି)—
( Of a dark complexion.)
ତୁଳନା:-ସଂ-ଶ୍ୟାମଳକ,ଓ-ସାଵନା,ହି-ସାଁଵଲା)
●ସାଏଁ କଲା(ଵିଣ)—ବେଗି ବେଗି; ଶୀଘ୍ର— (Quickly; very soon.)
ତୁଳନା:-କ.ଓ―(ସାଏଁ କରି,ସାଁଇ କିରି,ସାଇଁକି)
●ସାଁଚା(ଵିଣ)—ସତିଆ; ସତ୍ଯବାଦୀ— (Truthful)
●ସାଗ(ଵି)—ପରିବା—(ସଂ-ଶାକ)
(Kitchen vegetables.)
●ସାଜୁ(ଵି)—(ସଂ. ସଜ୍ଜା)—
୧) ସଜ୍ଜା; ଆଭରଣ—(Fittings)
୨)ଅଳଙ୍କାର—(Ornaments)
●ସାଢ଼ୀ(ଵି)—ଦୁଗ୍ଧାଦିର ସର—(Cream of milk)
●ସାମଗିରି―ସାମଗ୍ରୀ(materials; ingredients.)
●ସାହଁସେ(p. 8456) Sāhāñseସାହଁସେ—ପ୍ରାଦେ. (ଲରିଆ) କ୍ରି. ବିଣ—ଏକାଥରକେ— Allat once.(ତୁଳନା:-ଓ―ସହସା)
●ସାହାନା―(ଵି) ସଣ୍ଡୁ ଆସି—Tongs.
●ସାହାପଏଖ୍(ଵିଣ)―ସାହାପକ୍ଷ
●ସାହେଯ(ଵି)―ସାହାଯ୍ୟ
●ସାହ୍ଲା― (ଵି)
୧)ସହ୍ଲା
୨)ବହୁବ୍ଯକ୍ତିଙ୍କ ମେଳ— (ଵିଣ)–୧)ମେଳବାନ୍ଧି ଥିବା (ବ୍ଯକ୍ତିଗଣ)
୨) ପରାମର୍ଶ ସଂଭୂତ (କର୍ମ)
୧)ସହ୍ଲା
୨)ବହୁବ୍ଯକ୍ତିଙ୍କ ମେଳ— (ଵିଣ)–୧)ମେଳବାନ୍ଧି ଥିବା (ବ୍ଯକ୍ତିଗଣ)
୨) ପରାମର୍ଶ ସଂଭୂତ (କର୍ମ)
●ସିଆନା(ଵିଣ)—ସିଆଣା—(Clever; sly)
(ତୁଳନା ହି―ସ୍ୟାଣା)
●ସିଂକ୍(ଵି)—ଖଡ଼ିକା—(Slender long pick)
●ସିଂକ୍ରିବା(କ୍ରି)—ସିଂଘାଣି ପୋଛିବା—(To wipe away the mucus from one's running nose.)
●ସିଁକେର୍(ଵି)—ସିଂଘାଣି—(The mucus of the nose.)
●ସିଖ୍ରି(ଵି ଓ ଵିଣ)—ଅଇଁଠା—(Leaving of another's food.)
(ତୁଳନା ଦେ.ଓ―ଶଙ୍ଖୁଡି଼)
●ସିଗ୍(ଵି)—କୌଣସି ପଦାର୍ଥର ଅଗ୍ରଭାଗ— (The top part of anything.)
(ତୁଳନା–ଶିଖ,ଶିଖା)
●ସିଗ୍ରି(ଵି)—ପିଠା ବିଶେଷ—
●ସିର୍ ଜିନା—ସର୍ଜନା—(Creation.)
●ସୁଆଧୀନ(ଵିଣ)—ସ୍ବାଧୀନ— (Free; independent.)
●ସୁଆସୀ(ଵି)—ଅହ୍ଯ ସ୍ତ୍ରୀ—(A housewife with her husband living)
(ତୁଳନା:-ସୁହାଗିନୀ)
●ସୁଇଝ୍ବା(କ୍ରି)—ସୁଝିଵା—(To repay.)
●ସୁଁତ—ସୂତା—(Thread.)
(ତୁଳନା-ସଂ―ସୂତ୍ର)
●ସୁଗାଇବା(କ୍ରି)—ସ୍ନେହ କରିବା—
(To love to have attachment. for.)
(ତୁଳନା:-ଓ―ସୁହାଗ)
●ସୁତି(ଵି ପୁଂ)—ଅଣନାତି; ନାତିର ପୁଅ— Great grandson(ସଂ-ସୁତ)
●ସୁଧି(ଵି)—ସିଦ୍ଧି— (success.)
●ସୁନାମୁଖୀ(ଵି)—ସୁନାମକେଇ— Cassia Augustifolia.
●ସୁନ୍ଦାରୀ(ଵି)—ସୁନାରି ବଣିଆ— (Goldsmith.)
●ସୁରପ୍(ଵି ଓ ଵିଣ)—ପୋଷ; ପାତ୍ରୀକୃତ କରତାଳରେ ସମ୍ଭାଇଵା ଵସ୍ତୁର ପୂର୍ଣ୍ଣ ପରିମାଣ—One handful (of any thing).
[ଯଥା—ସୁରପେ ଚାଵଲ୍।]
●ସୁରପା(ଵି)—ସୋଡକା—(One draught drinkable food)
.[ଉ—ମଂଗନା ତୁନ ସୁରପାଏ—ଲରିଆ ପ୍ରବଚନ।]
●ସୁଶେକ୍(ଵି)(ଧ୍ବନ୍ଯନୁକରଣ)—ସକା କାନ୍ଦଣା, ଶକେଇ ହୋଇ କାନ୍ଦିବା; ସୁଁ ସୁଁ ହୋଇ କାନ୍ଦିବା— (Weeping with bated sighs;whimper)
●ସୁସ୍ତା(କ୍ରି.ଵିଣ)—ଧୀରେ ଧୀରେ—( Slowly)
ଵାଲେଶ୍ବରରେ ଏକ ପ୍ରକାରର କ୍ଷୁଦ୍ର ମତ୍ସ୍ଯକୁ ସୁସ୍ତା କୁହାଯାଏ ।
●ସୁସ୍କିବା―ସକେଇ ସକେଇ କାନ୍ଦିବା—(To cry with bated sobs; to whimper.)
●ସୁସ୍ତାଇବ—ଥକା ମାରିବା; ଶ୍ରମ ମେଣ୍ଟାଇବା—(to refresh oneself after fatigue.)
(ତୁଳନା:-ହି―ସୁସ୍ତାନା)
●ସୁହୁଜେ(କ୍ରି. ଵିଣ)—ସହଜେ— Easily.
●ସେଁପୁଟ(ଵି)—ଦୀର୍ଘଶ୍ବାସ
ବଲାଙ୍ଗିର ପାଟଣାରେ ସେଁପୁଟ ହେବା ବୋଲି ଏକ ଦେଶଜ କ୍ରିୟା ଚଳେ ଯାହାର ଅର୍ଥ ଅଣ ନିଶ୍ବାସୀ ହେବା ଅଟେ
●ସେର୍ଷଁ―ସୋରିଷ—(Mustard seed.)
●ସେର୍ ସେଟା―ଶୁଖି ଯାଉଥିଵା ଘାଆ ଉପରର ଖୋଳପା—(Stiff slough formed on a convalescent sore.)
●ସେଲା(ସର୍ଵ.)—ସେହିଟା— That.
(ତୁଳନା:-ଗ.ଓ―ସେରା)
●ସେହି ଖନ(କ୍ରି.ଵିଣ)—ସେହିକ୍ଷଣି— At that moment; immediately; at once
(ତୁଳନା ଓ:―ସେହି କ୍ଷ(ଖି, ଛି, ଛୁ)ଣି )
●ସେ ହେଲା(ସର୍ଵ)—ସେହିଟା—(That)
●ହଦ୍ (ଵି)—କାଦୁଅ; ପଙ୍କ (Clay; mud; mire)
ବଲାଙ୍ଗୀର ପାଟଣାରେ ମଧ୍ଯ ହଦ୍ ଶବ୍ଦର ଅର୍ଥ କାଦୁଅ କିନ୍ତୁ ସମ୍ଵଲପୁର ଅଞ୍ଚଳରେ ବଡ଼ଗାତ କୁ ହଦ୍ କୁହାଯାଏ ।
●ହିରୁଆଁ(ଵି)କୋଳଥ— (Horse gram)
No comments:
Post a Comment