Kam ବା କମ୍ ଏକ ଵୈଦେଶିକ ଶବ୍ଦ ଏହାର ଓଡ଼ିଆ ପ୍ରତିଶବ୍ଦ ହେବ
ଅଳ୍ପ, ସାମାନ୍ୟ, ଊଣା,ଅଳ୍ପତର ଇତ୍ୟାଦି ତେବେ ଏହାର ମୂଳ ଆରବୀ ନହୋଇ ପାର୍ସୀ ବୋଲି Wiktionary କହୁଥିଲା ବେଳେ ଭାଷାକୋଷ ରେ ଲେଖାହୋଇଅଛି ଆରବୀ ।
ପୁଣି କମ୍ ବୋଲି ଏକ ସଂସ୍କୃତ ଧାତୁଶବ୍ଦ ଵି ଅଛି
ଯହିଁର ଚାରୋଟି ମୁଖ୍ୟ ଅର୍ଥରେ ଵ୍ୟଵହାର ହୋଇଥାଏ
1. ଇଛା କରିବା
2.ଲାଳାୟିତ ହେବା
3.ସ୍ନେହ କରିବା
4.ସଙ୍ଗମ କରିବା
.....
ଜଣକ ପାଖରେ କମ୍ ଥିଲେ ହିଁ ସେ ଅଧିକ ପାଇଁ ଇଛା କରେ ଲାଳାୟିତ ହୋଇଥାଏ...
ସଂସାରରୁ ସଦା ଘୃଣାରୂପି ଵିଷ ପାଇଥିବା ଲୋକ ମାନେ ହିଁ ତ ସ୍ନେହ ଓ ସୁସଙ୍ଗମର ଇଛା ରଖିଥାନ୍ତି ।
😉😉😉
#ସୁପ୍ରଭାତ_ବନ୍ଧୁଗଣ
ଆଜିର ଆପଣଙ୍କ ଦିନଟି ସୁଖକର ହେଉ 🙏🙏
Tuesday, March 31, 2020
ଵୈଦେଶିକ ଶବ୍ଦ; କମ୍
Subscribe to:
Post Comments (Atom)
ଵିଶିଷ୍ଟ ଆଲେଖ୍ୟ
ଵଶା ଠାରୁ ବୋଉ ଯାଏଁ
ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...
-
ଜଣେ ପଚାରିଲେ ପକ୍ଵ ଶବ୍ଦରେ ଥିଵା ଫଳାଟି ଵ ଫଳା ନା ୱ ଫଳା ? ଅଷ୍ଟାଧ୍ଯାୟୀର ସୂତ୍ର “ପଚୋ ଵଃ ” (୮.୨.୫୨) ସୂତ୍ର ତଥା ପକ୍ଵ ଶବ୍ଦର ନିରୁକ୍ତି ପାଠରେ ତହିଁର ଉତ୍ତର ଅ...
-
ଗୋସିଆଁ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ବି ଗ୍ରାମାଞ୍ଚଳରେ ପ୍ରଚଳିତ ଅଛି। ତନ୍ମଧ୍ୟରୁ "ଗୋସିଆଁ" ଶବ୍ଦଟି ଏକ ଖାଣ୍ଟି ଓଡ଼ିଆ ଶବ୍ଦ, ଯାହା ପୂର୍ଣ୍ଣଚନ୍ଦ୍...
No comments:
Post a Comment