Saturday, November 16, 2019

ସଙ୍ଗଣକ ସମ୍ବନ୍ଧୀୟ କେତେକ ଭାରତୀୟ ପ୍ରତିଶବ୍ଦ

ସଙ୍ଗଣକ ଓ ଅନ୍ତର୍ଜାଲର ଯୁଗ ଆରମ୍ଭ ହେଵା ଦିନରୁ ଲୋକେ ନିତ୍ୟ ନୂଆ ନୂଆ ଶବ୍ଦ ଶିଖିଵା ଆରମ୍ଭ କରିଛନ୍ତି । ତେଵେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି “ଵୈଦେଶିକ ଵୈଜ୍ଞାନିକ ଶବ୍ଦ”ର “ଭାରତୀୟ ଵୈଜ୍ଞାନିକ ପ୍ରତିଶବ୍ଦ”ଗୁଡି଼କର ଅନ୍ଵେଷଣ କରିଥାନ୍ତି । ସେହିଭଳି କିଛି ଶବ୍ଦର ଭାରତୀୟ ପ୍ରତିଶବ୍ଦର ଏଠାରେ ସୂଚୀ ପ୍ରଦାନ କରାଗଲା ।

୧)Keyboard―ଵର୍ଣ୍ଣଫଳକ,ସଂଜ୍ଞାଫଳକ,କୀଳଫଳକ

୨)Facebook―ମୁଖପୁସ୍ତିକା(ଵ୍ଯଙ୍ଗାର୍ଥେ ମୁଖାପୁସ୍ତିକା😂)

୩)Blog―ଜାଲବୃତ୍ତି,ଜାଲଗତ,ଚିଟ୍ଠା(ହିନ୍ଦୀରେ ଵ୍ଯଵହୃତ ହୁଏ)

୪)Mobile phone―ନିଷ୍ତନ୍ତ୍ରୀ,ଚରଦୂରଧ୍ଵନି,ଭ୍ରମଣଧ୍ଵନି,
             ଦୂରଜଙ୍ଗମଵାଣୀ,ଚଳଦୂରଭାଷ

୫)Intenet―ଅନ୍ତର୍ଜାଲ

୬)Emoticon―ହସନ୍ମୁକ

୭)smilie―ହସତ୍ଵଵଦନ

୮)Internet address―ଅନ୍ତର୍ଜାଲ ସଂକେତ

୯)Twitter―ଆଳାପିକ,ଅଭିକୁଜକ

୧୦)Twitt―ଆଳାପ(ସାଧାରଣ ଅର୍ଥ ―ରାବ,ବୋବାଇଵା)

୧୧)Mike―ଧ୍ଵନିଵର୍ଦ୍ଧକ ଯନ୍ତ୍ର(ସାଧାରଣ ଅର୍ଥ ―ଡାକବାଜି ଯନ୍ତ୍ର)

୧୨)Browser―ଗଵେଷକ,ଜାଲମାର୍ଗକ,ଜାଲସଞ୍ଚାରକ
                ଜାଲଗଵେଷକ,ଜାଲପଥକ

୧୩)Mb―ପ୍ରାଙ୍କା,ପ୍ରୟୁତାଙ୍କା

୧୪)Kb―ସହାଙ୍କ

୧୫)Gb―ଅବ୍ଜାଷ୍ଟ,ଅବ୍ଜାଙ୍କ

୧୬)Log―ବୃତ୍ତଲେଖ,ବୃତ୍ତ

୧୭)Tag―ସଜ୍ଞାନ, ଚିହ୍ନ,ସୂଚପଦ,ଚିହ୍ନଟ

୧୮)Zip file―ସଂଵୃତସଞ୍ଚିକା,ସଂଵୃଣୋତିକ

୧୯)Bold―ଵିସ୍ଥୂଳ

୨୦)Mode―ଦଶା,ଅଵସ୍ଥା

୨୧)Menu―ସୂଚୀ,ସୂଚିକା,ଵିକଳ୍ପସୂଚୀ,ଆଜ୍ଞାଵଳି

୨୨)Pop up menu―ଉତ୍ସୂଚୀ

୨୩)Start menu―ପ୍ରାରମ୍ଭାଜ୍ଞାଵଳି

୨୪)Pendrive―ସ୍ମୃତିଶଳାକା,ସ୍ମୃତିକାଠି

୨୫)Memory card―ସ୍ମୃତିକା

୨୬)ROM―ପାଠସ୍ମୃତି

୨୭)RAM―ଅଭିସ୍ମୃତି

୨୮)Application―ଅନୁପ୍ରୟୋଗ

୨୯)Chatting―କଥାଭାଷା,କଥୋପକଥନ

୩୦)Chat―ସଂଳାପ, ଆଳାପ

୩୧)Computer―ସଙ୍ଗଣକ

୩୨)OCR―ମାୟୁଖଭିଜ୍ଞା

୩୩)KHZ― ସହର୍ଟ୍ସ୍

୩୪)Font―ଵର୍ଣ୍ଣାଲେଖ

୩୫)Data―ଦତ୍ତ,ଦତ୍ତାଂଶ

୩୬)Database―ଦତ୍ତାଂଶନିଧି,ଦତ୍ତସଂଗ୍ରହ,

୩୭)Data file― ଦତ୍ତାଂଶ ସଞ୍ଚିକା

୩୮)Steaming― ସ୍ଯନ୍ଦନ

୩୯)OR― ଅନ୍ଯତର

୪୦)Cc―ପ୍ରତି,ପ୍ରତିଲିପି

୪୧)SQL―ସଂଯୋଗଭାଷା

୪୨)row―ପଂକ୍ତି

୪୩)key―କୁଞ୍ଜି

୪୪)Bcc―ଗୋପ୍ରତି

୪୫)bit―ଅଙ୍କ

୪୬)high bit―ଉଚ୍ଚାଙ୍କ

୪୭)parity bit― ସମତ୍ଵାଙ୍କ

୪୮)Most Significant Bit(MSB)―ଅଧିକାଙ୍କ ; ଅଧିକତମସମର୍ଥାଙ୍କ

୪୯)Least Significant Bit(LSB)―ଅଳ୍ପାଙ୍କ ;ଅଳ୍ପତମସମର୍ଥାଙ୍କ

୫୦)bits per inch(bpi)― ପ୍ରତିକ୍ଷଣାଙ୍କ

୫୧)fax ―ସମକୃତି,ସମକାର,ଦୂରପ୍ରକାଶନ

୫୨)fax machine―ସମକାର ଯନ୍ତ୍ର, ସମକୃତିଯନ୍ତ୍ର

୫୩)broadcast fax―ପ୍ରସାରଣୀୟାନୁକୃତି

୫୪)fax modem― ସମକାରଵିପରିଵର୍ତ୍ତକ

୫୫)XOR―ଏକତର

୫୬)bug ―ଦୋଷ,ସ୍ଖଳିତ

୫୭) bug fix― ପରିହାର,ସନ୍ଧାନ

୫୮)bold― ଵିସ୍ଥୂଳ,

୫୯)File― ସଞ୍ଚିକା,ମାତୃକା

୬୦) audio file―ଶ୍ରଵ୍ଯ ସଞ୍ଚିକା

୬୧)system file― ସଂଵିଧାସଞ୍ଚିକା

୬୨)locked file―ନିଗୃହୀତସଞ୍ଚିକା

୬୩)hidden file―ଗୂଢ଼ସଞ୍ଚିକା,ଗୁପ୍ତସଞ୍ଚିକା

୬୪)back up―ପ୍ରତିଲେଖ,

୬୫) backup file― ପ୍ରତିଲିଖିତ ସଞ୍ଚିକା

୬୬) table,Array― ପୀଠିକା

୬୭)clone―ଅନୁକୃତି,ପ୍ରତିକୃତି

୬୮)glare―ଅତିଦୀପ୍ତି

୬୯)block―ଖଣ୍ଡ(block move―ଖଣ୍ଡଚାଳନ)

୮୦)Block―ସଂଵର୍ଗ

୮୧)Paste―ନ୍ଯାସ,ଲେପନ

୮୨)Laser―ପରାଂଶୁ,ପ୍ରାଂଶୁ,ଵ୍ଯୁତ୍ପ୍ରକାଶନ

୮୩)laser printer―ପରାଂଶୁ/ପ୍ରାଂଶୁମୁଦ୍ରକ

୮୪)Index―ସୂଚିକା

୮୫)Error―ଦୋଷ,ତ୍ରୁଟି

କ୍ରମଶଃ...

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...