ଅନ୍ଧକାର - ଅମା, ତମସା, ତିମିର, ଅନ୍ଧାର ।
ଅମୃତ - ଅମିୟ, ପୀୟୁଷ, ସୁଧା ।
ଅସୁର -ଦନୁଜ, ଦାନବ, ଦୈତ୍ୟ, ରାକ୍ଷସ ।
ଆଇନା - ଆରଶି, ଦର୍ପଣ, ମୁକୁର ।
ଆକାଶ - ଅନ୍ତରୀକ୍ଷ, ଅମ୍ବର, ଗଗନ, ନଭ, ବ୍ୟୋମ ।
ଆଖି - ଚକ୍ଷୁ, ନୟନ, ନେତ୍ର, ଲୋଚନ ।
ଆଲୋକ - ଆଲୁଅ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି,ପ୍ରଭା ।
ଇଚ୍ଛା - ଅଭିଳାଷ, ଆକାଂକ୍ଷା, କାମନା, ବାସନା, ମନୋରଥ ।
ଇନ୍ଦ୍ର - ବାସବ, ମଘବା ପୁରନ୍ଦର, ସହସ୍ରାକ୍ଷ, ସୁରପତି ।
କାନ - କର୍ଣ୍ଣ, ଶ୍ରବଣ, ଶ୍ରୁତି ।
କୋଇଲି - କଳକଣ୍ଠ,କୋକିଳ, ପିକ ।
କ୍ଷୀର - ଗୋରସ, ଦୁଗ୍ଧ ଦୁଧ, ନିତ୍ୟାନି,
ଗଛ - ଅଟବୀ, ତରୁ, ଦାରୁ, ଦ୍ରୁମ, ପାଦପ, ବୃକ୍ଷ ।
ଗଣେଶ - ଏକଦନ୍ତ, ଲମ୍ବୋଦର, ଗଜାନନ, ବିଘ୍ନରାଜ, ବିନାୟକ ।
ଘର - ଗୃହ, ନିବାସ, ଆଳୟ, ଆବାସ ।
ଘୋଡା - ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗ , ବାଜୀ ।
ଚନ୍ଦ୍ର - କଳାକର, ଚନ୍ଦ୍ରମା, ଚାନ୍ଦ, ଜହ୍ନ, ନିଶାକର, ସୁଧାକର, ଶଶୀ ।
ଜଳ - ଅମ୍ବୁ, ଭଦକ, ପୟ, ପାଣି, ବାରି, ସଲିଳ ।
ଦୁର୍ଗା - ଗୌରୀ, କାତ୍ୟାୟନୀ, କାଳୀ, ଚଣ୍ଡିକା, ଅମ୍ବିକା ।
ଦେବତା - ସୁର, ଅମର, ଗୀର୍ବାଣ, ତ୍ରିଦଶ, ଦିଅଁ, ଦେବ, ବୃନ୍ଦାରକ ।
ନଦୀ - ତଟିନୀ, ତରଙ୍ଗିଣୀ, ନଈ, ନିମ୍ନଗା, ସରିତ, ସ୍ରୋତସ୍ୱିନୀ ।
ନିଆଁ - ଅଗ୍ନି, ଅନଳ, ବହ୍ନି, ବୈଶ୍ୱନର, ହୁତାଶନ ।
ପଦ୍ମ - ଅରବିନ୍ଦ, ଉତ୍ପଳ, କମଳ, ନଳିନୀ, ପଙ୍କଜ, ସରସିଜ ।
ପବନ - ଅନିଳ, ବାୟୁ, ମରୁତ, ସମୀରଣ ।
ପର୍ବତ - ଅଚଳ, ଅଦ୍ରି,ଗିରି, ଭୂଧର, ମହୀଧର, ଶୈଳ ।
ପୋଖରୀ - ତଡ଼ାଗ, ପୁଷ୍କରିଣୀ, ସରସୀ, ସରୋବର ।
ପୃଥିବୀ - ଅବନୀ, ଧରଣୀ,ବସୁଧା, ବସୁନ୍ଧରା, ମହୀ ।
ଫୁଲ - କୁସୁମ, ପ୍ରସୂନ, ପୁଷ୍ପ, ସୁମନ ।
ବଗିଚା - ଉଦ୍ୟାନ, ଉପବନ, ତୋଟା, ବାଡି ।
ବନ - ଅଟବୀ,ବଦାଡ଼, ଅରଣ୍ୟ, କାନନ, ବଣ, ବିପିନ ।
ବରଫ - ତୁହିନ, ତୁଷାର,ନୀହାର, ହିମ ।
ବହି - ଗ୍ରନ୍ଥ, ପୁସ୍ତକ, ପୋଥି ।
ବୁଢ଼ା - ଅଥର୍ବ, ପ୍ରୌଢ, ବୃଦ୍ଧ, ସ୍ଥବିର, ।
ବେଶ୍ୟା - କୁଳଟା, ଗଣିକା, ଦାରୀ, ବାରବଧୂ, ରୂପଜୀବୀ, ସ୍ୱୈରିଣୀ ।
ଭୃତ୍ୟ - କିଙ୍କର, ଚାକର, ଦାସ, ନୌକର ।
ମନ୍ଦିର - ଗୁଡ଼ି, ଦେଉଳ, ଦେବସ୍ଥାନ, ଦେବାଳୟ ।
ମୟୂର - କଳାପୀ, କେକୀ, ଶିଖୀ ।
ମହକ - ଗନ୍ଧ, ବାସ, ବାସ୍ନା, ସୁଗନ୍ଧ, ସୁବାସ ।
ମେଘ/ ଅମ୍ବୁଦ - ଘନ,ଜଳଦ, ଜୀମୂତ, ନୀରଦ, ବାରିଦ, ବାରିବାହ ।
ଯତି - ତପସ୍ୱୀ, ମୁନି, ସନ୍ନ୍ୟାସୀ ।
ଯାଦୁକର - ଐନ୍ଦ୍ରଜାଲିକ, ବାଜିକର, ଭୋଜବିତ୍, ମାୟାକର ।
ରକ୍ତ - ରୁଧିର, ଲହୁ, ଶୋଣିତ ।
ରାତି - ନିଶା, ନିଶିଥିନୀ, ବିଭାବରୀ, ଯାମିନୀ, ରଜନୀ, ଶର୍ବରୀ ।
ଲକ୍ଷ୍ମୀ - ପଦ୍ମାଳୟା, କମଳା, ଲୋକମାତା, ରମା ।
ଶର - ତୀର, ନାରାଚ, ବାଣ, ବିଶିଖ, ଶାୟକ ।
ଶରୀର - କଳେବର, କାୟା, ଗା,ଗାତ୍ର, ତନୁ, ଦେହ ।
ସଂନ୍ଧ୍ୟା - ଗୋଧୂଳି, ନିଶିମୁଖ, ସଞ୍ଜ, ସାୟାହ୍ନ ।
ସମୁଦ୍ର - ଜଳଧି, ପାରାବାର, ବାରାନିଧି, ରତ୍ନାକର, ସାଗର, ସିନ୍ଧୁ ।
ସାପ - ଅହି, ଉରଗ, କୁଣ୍ଡଳୀ, ଫଣୀ, ଭୁଜଙ୍ଗ, ସର୍ପ ।
ସିଂହ - କଣ୍ଠୀବର, କେଶରୀ, ପଶୁରାଜ, ଶାର୍ଦ୍ଦୁଳ ।
ସୁନା - କାଞ୍ଚନ, ସୁବର୍ଣ୍ଣ, ହିରଣ୍ୟ, ହେମ ।
ସୂର୍ଯ୍ୟ - ଅର୍କ, ଅରୁଣ, ଆଦିତ୍ୟ, ତପନ, ଦିବାକର, ଭାନୁ, ମିହିର, ରବି, ସବିତା ।
ସ୍ତ୍ରୀ - ଅର୍ଦ୍ଧାଙ୍ଗିନୀ, ଘରଣୀ, ଜାୟା, ପତ୍ନୀ, ବଲ୍ଲଭୀ,ଭାରିଯା,ଭାର୍ଯ୍ୟା,ତିରଲା,ମାଏଝୀ
ସ୍ୱର୍ଗ - ଗୋଲୋକ, ତ୍ରିଦିବ, ଦେବଲୋକ, ପରଲୋକ, ବୈକୁଣ୍ଠ ।
ହାତୀ - କରୀ, କୁଞ୍ଜର, ଗଜ, ଦ୍ୱିପ, ମାତଙ୍ଗୀ, ହସ୍ତୀ ।
ହୃଦୟ - ଅନ୍ତର, ବକ୍ଷ, ବୁକୁ, ହିଆ ।
No comments:
Post a Comment