ଓଡ଼ିଆ ଭାଷାରେ ଢଗ ଅଛି
“କାକସ୍ନାହନ, ଗଧଭୋଜନ, କୁକୁରଧାଉଡ଼ି, ତେବେ ଯାଇ ଖାଇବୁ ସରକାର ଘର କଉଡ଼ି।”
ସାଧାରଣତଃ କୁକୁରମାନେ ଧୀରେ ଧୀରେ ନ ଚାଲି ଦଉଡ଼ିଲା ଭଳି ଚାଲନ୍ତି ତେଣୁ କୁକୁର ଭଳି ଧାଇଁଲା ଭଳି ଚାଲିଵା ପ୍ରକାରକୁ ଓଡ଼ିଆ ଭାଷାରେ କୁକୁରଧାଉଡି଼ କୁହାଯାଇଥାଏ ।
ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...
No comments:
Post a Comment